ସେଣ୍ଟର ସେଟ୍ ଅପ୍
ପ୍ରତ୍ୟେକ କେନ୍ଦ୍ରରେ ରହିବ

ପରାମର୍ଶ କ୍ଷେତ୍ର – ଲେକ୍ଚର୍ କକ୍ଷ – କମ୍ପ୍ୟୁଟର ଲ୍ୟାବ୍ (ବାଧ୍ୟତାମୂଳକ)
ସେଣ୍ଟର୍ କକ୍ଷର ମୋଟ୍ କ୍ଷେତ୍ର : ସର୍ବନିମ୍ନ ୨୦୦ ବର୍ଗଫୁଟ୍ (ପରାମର୍ଶ କ୍ଷେତ୍ର + ଲେକ୍ଚର୍ କକ୍ଷ + କମ୍ପ୍ୟୁଟର ଲ୍ୟାବ୍)
ଶିକ୍ଷାଗତ ପରିବେଶକୁ ବଜାୟ ରଖିବା ପାଇଁ ଶିକ୍ଷାଗତ ପାଠ୍ୟକ୍ରମ ଏବଂ ଶିକ୍ଷା ସମ୍ବନ୍ଧୀୟ ସେବାଗୁଡ଼ିକ ପାଇଁ ସର୍ବନିମ୍ନ 200 ବର୍ଗଫୁଟ୍ର ସ୍ଥାନ ଉପଲବ୍ଧ ହେବା ଉଚିତ୍ I ଏହି ସ୍ଥାନ ଅନ୍ୟ କୌଣସି ଉଦ୍ଦେଶ୍ୟ ଯେପରିକି- ବିକ୍ରୟ, ସଂରକ୍ଷଣ କିମ୍ବା ଅନ୍ୟ କୌଣସି ବ୍ୟବସାୟ ପାଇଁ ବ୍ୟବହୃତ ହୋଇପାରିବ ନାହିଁ I
ପରାମର୍ଶ କ୍ଷେତ୍ର (ବାଧ୍ୟତାମୂଳକ)
- ପରାମର୍ଶ ଟେବୁଲ ଏବଂ ଚୌକି ବ୍ୟବସ୍ଥା
- ଡେମୋ ଦେଖାଇବା ପାଇଁ ଗୋଟିଏ କମ୍ପ୍ୟୁଟର (ଇଚ୍ଛାଧୀନ)
- ନୋଟିସ୍ /ଡିସ୍ପ୍ଲେ ବୋର୍ଡ୍
- ଅନୁସନ୍ଧାନ ରେଜିଷ୍ଟର୍
ଲେକ୍ଚର୍ କକ୍ଷ (ବାଧ୍ୟତାମୂଳକ)
- କ୍ଷେତ୍ରର ଆକାର: ସର୍ବନିମ୍ନ ୧୦୦ବର୍ଗଫୁଟ୍
- ଟେବୁଲ ଏବଂ ଚୌକି ବ୍ୟବସ୍ଥା
- ଗୋଟିଏ ଲାପ୍ଟପ୍ / କମ୍ପ୍ୟୁଟର
- ପ୍ରୋଜେକ୍ଟର୍ - ବେନ୍ କ୍ୟୁ, ଇନ୍ଫୋକସ୍, ସାର୍ପ, ଏପ୍ସନ୍ ଏବଂ ତା'ସହିତ ସମାନ
- ମାଇକ୍ - ଆଇବଲ୍, ଏକ୍ସପ୍ରୋ I ପ୍ରତ୍ୟେକ ହେଡ୍ଫୋନ୍ରେ ମାଇକ୍ ଥିବା ଆବଶ୍ୟକ I
- ସ୍ପିକର୍ - ଲଜିଟେକ୍, ଆଇବଲ୍, ଆର୍ଟିସ୍
- କ୍ୟାମେରା
- ପ୍ରୋଜେକ୍ଟର୍ ଓ ସ୍କ୍ରିନ୍, ଏଲ୍ସିଡି/ ଏଲ୍ଇଡି ଟିଭି
କମ୍ପ୍ୟୁଟର ଲାବ୍ରୋଟୋରୀ (ବାଧ୍ୟତାମୂଳକ)
- କ୍ଷେତ୍ରର ଆକାର: ସର୍ବନିମ୍ନ ୧୦୦ବର୍ଗଫୁଟ୍
- ସଠିକ୍ ଭେଣ୍ଟିଲେସନ୍ ଏବଂ ଥଣ୍ଡା ରହୁଥିବା ସ୍ଥାନ ବ୍ୟବସ୍ଥା (ଫ୍ୟାନ୍, କୁଲର୍ ଇତ୍ୟାଦି)
- ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା
- କମ୍ପ୍ୟୁଟର ଇନ୍ଷ୍ଟଲେସନ୍ ପାଇଁ ଉପଯୁକ୍ତ ଆସବାବପତ୍ର
- ଆରାମଦାୟକ ଭାବେ ବସିବା ବ୍ୟବସ୍ଥା
- ଆରାମଦାୟକ ଭାବରେ ବସିବା ପାଇଁ ଚୌକିର ବ୍ୟବସ୍ଥା
- ଷ୍ଟୁଲ୍ରେ ବସିବା ପାଇଁ ଅନୁମତି ନାହିଁ
- ଇଲେକ୍ଟ୍ରିକ୍ ଏବଂ ନେଟ୍ୱାର୍କ୍ ତାର ରହିବା ଉଚିତ୍
- ଏସି ସୁବିଧା (ଇଚ୍ଛାଧୀନ)
- ସେଣ୍ଟର୍ ସ୍ଵଚ୍ଚ ରହିବା ଆବଶ୍ୟକ
ବିବିଧ କ୍ଷେତ୍ର ଏବଂ ସୁବିଧା
- ସଫା ଶୌଚାଳୟ (ବାଧ୍ୟତାମୂଳକ)
- ପିଇବା ପାଣିର ବ୍ୟବସ୍ଥା (ବାଧ୍ୟତାମୂଳକ)
- କର୍ମଚାରୀ କୋଠରୀ (ଇଚ୍ଛାଧୀନ)
- ପରାମର୍ଶ ବାକ୍ସ (ବାଧ୍ୟତାମୂଳକ)
- ପାଠାଗାର (ଇଚ୍ଛାଧୀନ)
- ଜୋତା ଷ୍ଟାଣ୍ଡ୍ (ଇଚ୍ଛାଧୀନ)
- ଗାଡ଼ି ରଖିବା ସ୍ଥାନ (ଇଚ୍ଛାଧୀନ)
- ଅଗ୍ନି ନିର୍ବାପକ ଯନ୍ତ୍ର (ଇଚ୍ଛାଧୀନ)
- ଆସେଟ୍ ଇନ୍ସୁରାନ୍ସ୍ (ଇଚ୍ଛାଧୀନ)
ମାନବ ସମ୍ବଳ
- କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର
- କର୍ମଚାରୀଙ୍କ ପାଇଁ ୟୁନିଫର୍ମ୍