ଓଏସ୍-ସିଆଇଟି ହେଉଛି ଏକ ସୂଚନା ପ୍ରଯୁକ୍ତିବିଦ୍ୟା ସାକ୍ଷରତା (ଆଇଟି) ପାଠ୍ୟକ୍ରମ, ଯାହା ଓକେସିଏଲ୍ ଦ୍ୱାରା ୨୦୧୧ରେ ଆରମ୍ଭ ହୋଇଥିଲା I ଏହା ଓଡ଼ିଶାର ଲୋକପ୍ରିୟ ଆଇଟି ସାକ୍ଷରତା ପାଠ୍ୟକ୍ରମ ଅଟେ I
ଏକବିଂଶ ଶତାବ୍ଦୀରେ, ନୂତନ ଉପଯୋଗୀ ସୂଚନାଗୁଡ଼ିକ ଅନ୍ଲାଇନ୍ ସହଯୋଗିତାରେ ସୃଷ୍ଟି, ସଞ୍ଚିତ, ଅଂଶୀଦାର, ବ୍ୟବହାର, ଗଚ୍ଛିତ କରାଯାଇଛି I
କେଉଁମାନେ ଏହି ପାଠ୍ୟକ୍ରମରେ ପଞ୍ଜୀକରଣ କରିପାରିବେ ?
ପଞ୍ଚମରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମରେ ପଞ୍ଜୀକରଣ କରିପାରିବେ I
ଓଏସ୍-ସିଆଇଟି ପାଠ୍ୟକ୍ରମଟି ଓକେସିଏଲ୍ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି I ନିମ୍ନଲିଖିତ ଉପାୟରେ ଏହା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନମନୀୟତା ପ୍ରଦାନ କରେ
© ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍। ସମସ୍ତ ଅଧିକାର ସଂରକ୍ଷିତ।