କମ୍ପ୍ୟୁଟିଂ ଉତ୍ସଗୁଡ଼ିକ

ସର୍ବନିମ୍ନ ସର୍ଭର ଗଠନଧାରା:

Center Setup Image

ଉପରୋକ୍ତ ସର୍ଭର ୧୦ ଟି ଗ୍ରାହକ ପର୍ଯ୍ୟନ୍ତ ସମର୍ଥନ କରିପାରିବ I ଯଦି କ୍ଲାଏଣ୍ଟ୍ ସଂଖ୍ୟା ଅଧିକ, ତାପରେ ସର୍ଭର ସିପିୟୁ ଏବଂ ରାମ୍ ଅନୁପାତ ବୃଦ୍ଧି ହେବା ଉଚିତ I


ସର୍ବନିମ୍ନ କ୍ଳାଇଣ୍ଟ୍ ଗଠନଧାରା:

Center Setup Image

ପ୍ରତି କେନ୍ଦ୍ର ପାଇଁ (ସର୍ବନିମ୍ନ) ଆବଶ୍ୟକ ପରିମାଣ: ୧୦ଟି ଡେସ୍କଟପ୍ / ଲାପଟପ୍ I

ଲାପଟପ୍᠎᠎᠎ଗୁଡ଼ିକ ପସନ୍ଦଯୋଗ୍ୟ କାରଣ:

  • ଏହା କମ୍ ପାୱାର ନିଏ
  • କମ୍ ଜାଗା ନିଏ
  • ସହଜରେ ରକ୍ଷଣାବେକ୍ଷଣ କରାଯାଇପାରେ
  • ଯଦି ପାୱାର ଚାଲିଯାଏ ସେଥିପାଇଁ ସର୍ବନିମ୍ନ ୩ ରୁ ୪ଘଣ୍ଟା ପାୱାର ବ୍ୟାକଅପ୍ ରହିଛି
  • ପ୍ରଥମରୁ ୱେବ୍ କ୍ୟାମେରା ରହିଛି
  • ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ
  • ୱାଇଫାଇ ଉପଲବ୍ଧ

ପରିସୀମା ସମ୍ବନ୍ଧୀୟ:

  • ପ୍ରିଣ୍ଟର - ସର୍ବନିମ୍ନ ୬୦୦ ଡିପିଆଇ ନିର୍ଦ୍ଧାରିତ ହୋଇଛି (ସୂଚିତ ବ୍ରାଣ୍ଡ୍: ଏଚ୍᠎᠎᠎ପି, କ୍ୟାନନ୍, ଏପ୍᠎᠎᠎᠎ସନ୍ ଇତ୍ୟାଦି)
  • ସ୍କାନର - ସର୍ବନିମ୍ନ ୬୦୦ ଡିପିଆଇ ନିର୍ଦ୍ଧାରିତ ହୋଇଛି (ସୂଚିତ ବ୍ରାଣ୍ଡ୍: ଏଚ୍᠎᠎᠎ପି, କୋଡ଼କ୍ ଇତ୍ୟାଦି)
  • ବାୟୋ ମେଟ୍ରିକ୍ ଡିଭାଇସ୍: (ଲେଖାଯାଇଥିବା କୌଣସି ବ୍ରାଣ୍ଡ୍ ଏବଂ ମୋଡେଲରୁ)
  • ଏନ୍᠎᠎᠎ବାୟୋସ୍କାନ୍ - ବାୟୋଏନାବେଲ୍᠎᠎᠎᠎᠎ରୁ ସି୧ (ଏଚ୍᠎᠎ଏଫ୍᠎᠎ଡିୟୁ୦୮) କିମ୍ବା ମନ୍ତ୍ରା ସଫ୍ଟ୍᠎᠎ଟେକ୍᠎᠎ରୁ ᠎᠎᠎ ଏମ୍᠎᠎ଏଫ୍᠎᠎ଏସ୍୧୦୦
  • ସମସ୍ତ କମ୍ପ୍ୟୁଟର ପାଇଁ ପାୱାର ବ୍ୟାକଅପ୍
  • ୟୁପିଏସ୍ (ସୂଚିତ ବ୍ରାଣ୍ଡ୍: ଏପିସି,ମାଇକ୍ରୋଟେକ୍, ଆଇବଲ୍ ଇତ୍ୟାଦି)
  • ଇନ୍᠎᠎᠎ଭୋଟର୍ ସହିତ ବ୍ୟାଟେରୀ ବ୍ୟାକଅପ୍ (ସୂଚିତ ବ୍ରାଣ୍ଡ୍: ଏପିସି, ମାଇକ୍ରୋଟେକ୍)
  • ଡିଜି ସେଟ୍ (ଇଚ୍ଛାଧୀନ)
  • ସିସିଟିଭି (ଇଚ୍ଛାଧୀନ)

ଲ୍ୟାନ୍:

  • ୧୦/୧୦୦ ନେଟ୍᠎᠎᠎ୱାର୍କ୍ ସୁଇଚ୍ (ଏହି ନେଟ୍᠎᠎᠎ୱାର୍କ୍ ସୁଇଚ୍ ସହିତ ସବୁ ସର୍ଭର ଓ କମ୍ପ୍ୟୁଟର ସଂଯୁକ୍ତ ରହିବା ଉଚିତ) (ସୂଚିତ ବ୍ରାଣ୍ଡ୍ : ଡି-ଲିଙ୍କ, ଲିଙ୍କ ଏସ୍᠎᠎ୱାଇଏସ୍ ଇତ୍ୟାଦି) କିମ୍ବା ୱାଇଫାଇ ନେଟ୍᠎᠎᠎ୱାର୍କ୍
  • ବୈଦ୍ୟୁତିକ ଏବଂ ଲ୍ୟାନ୍ ତାର ପରସ୍ପର ପ୍ରତି ଅଭିଲମ୍ବ ଭାବରେ ଚାଲିବା ଉଚିତ୍ I ଯଦି ସେମାନେ ପରସ୍ପର ସହିତ ସମାନ୍ତରାଳ ଅଟନ୍ତି, ତେବେ ଏହା ମଧ୍ୟରେ ୨ଫୁଟ ଦୂରତା ରଖାଯିବା ଉଚିତ୍ I

ଇଣ୍ଟରନେଟ୍:

  • ୨୫୬ କେବିପିଏସ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ (ସର୍ଭର ଏବଂ ସମସ୍ତ ଡେସ୍କଟପ୍𝅸𝅸𝅸ଗୁଡ଼ିକୁ ଇଣ୍ଟରନେଟ୍ ସଂଯୋଗ ଅଂଶୀଦାର କିମ୍ବା ପ୍ରକ୍ସି ସର୍ଭର ବ୍ୟବହାର କରି ଇଣ୍ଟରନେଟ୍ ସହିତ ସଂଯୋଗ କରିବାକୁ ସମର୍ଥ ହେବା ଉଚିତ୍)