ଯୋଗ୍ୟତା ଏବଂ ମାଧ୍ୟମ

ସୂଚନା ପ୍ରଯୁକ୍ତିବିଦ୍ୟା ଶିଖିବା ପାଇଁ ଆପଣ ଆଗ୍ରହୀ ହେବା ଉଚିତ୍ I ଆପଣ ଦଶମ ଶ୍ରେଣୀ ପାସ୍ ହେବା ଉଚିତ୍ (ବାଧ୍ୟତାମୂଳକ ନୁହେଁ) I


ମାଧ୍ୟମ : ଏହି ପାଠ୍ୟକ୍ରମର ଇ-ଲର୍ଣ୍ଣିଂ କଣ୍ଟେଣ୍ଟ୍ ୨ଟି ଭାଷାରେ ଉପଲବ୍ଧ:


ଓଡ଼ିଆ (Odia)

ଇଂରାଜୀ (English)

ହିନ୍ଦୀ (Hindi)


ଶିକ୍ଷାର୍ଥୀମାନେ ସୂଚନା ପ୍ରଯୁକ୍ତିବିଦ୍ୟାର ବିସ୍ତୃତ ଉପକ୍ରମର ଏକ ପୁସ୍ତକ ପାଇବେ I

OS-CIT Book Cover1 OS-CIT Book Cover 2